Skip to Content

ବାଇକ୍‌କୁ ଧକ୍କା ଦେଲା କାର୍, ବାଇକ୍‌ ଚାଳକ ଗୁରୁତର

ଆଜି ସକାଳେ ଲମତାପୁଟ ଠାରୁ ଦୁଇ କିମି ଦୂର ମାଲେଗାଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ହସ୍ପିଟାଲରେ ଭର୍ତ୍ତି ହେଇଥିବା ଜଣାଯାଇଛି |

ଲମତାପୁଟ: ଆଜି ସକାଳେ ଲମତାପୁଟ ଠାରୁ ଦୁଇ କିମି ଦୂର ମାଲେଗାଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଲମତାପୁଟ ଆଶାକିରଣ ହସପିଟାଲରେ ଭର୍ତ୍ତି ହେଇଥିବା ଜଣାଯାଇଛି |

ସକାଳ ସମୟରେ ତୁସୁବା ପଞ୍ଚାୟତର ମିସିଂଗପୁଟ ଗ୍ରାମର ନରସିଂହ ଖେମୁଣ୍ତ ନିଜ ପରିବାରକୁ ଧରି ଲମତାପୁଟ ଆସୁଥଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଠିଆ ହୋଇଥିବା ଏକ ଅଟୋକୁ ଧକ୍କା ଦେଇ ବାଇକ୍କୁ‌ ଧକ୍କା ଦେବା ଫଳରେ ମଟର ସାଇକେଲ ଚାଳକ ସହ ବସିଥିବା ପରିବାର ଲୋକ ମଧ୍ୟ ଆହତ ହୋଇଥିଲେ। ଚାଳକଙ୍କୁ ଆଶାକିରଣ ହସପିଟାଲରେ ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା କରାଯାଉଥିବା ଜଣାଯାଇଛି |

Accident

ବାଇକ୍‌କୁ ଧକ୍କା ଦେଲା କାର୍, ବାଇକ୍‌ ଚାଳକ ଗୁରୁତର
Vivan Das 23 September 2025
Share this post
Archive
🏥
Full E-Clinic Setup Service
AI-Powered Healthcare Technology Solutions
Get Started
ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଛପାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ ସରକାର
ଏଣିକି ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍। ଏନ୍‌ଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍। ଗତ କିଛି ବର୍ଷ ଧରି ପ୍ରଶ୍ନପତ୍ର ଲିକ୍ ନେଇ ଖବର ଆସୁଥିବା ବେଳେ ଏହାର ସମାଧାନ ପାଇଁ ଏସଓପି ଜାରି କରାଯାଇଛି।